Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lingraj Majhi

Inspirational Children

4.0  

Lingraj Majhi

Inspirational Children

ମମତାମୟୀ

ମମତାମୟୀ

1 min
221


ଦୂବ ପରି କଅଁଳ

ଜହ୍ନର ଜୋଛନା ପରି ଶୀତଳ 

ଫୁଲ ପରି କୋମଳ

ନଈ ପରି ନିର୍ମଳ 

କେଉଁ ଜନମ ର ପୁଣ୍ୟ ଫଳ ମାଁ ତୁମେ

ଆମ ଜୀବନେ ଆସିଲ ।


ମାଟି ମାଁ ପରି ଆମାପ

ତୁମ ସହନ ଶକତି,

ତ୍ୟାଗମୟୀ ତମେ

ତ୍ୟାଗରେ ତୁମ ତୃପତି ।


ଆକାଶ ପରି ବିଶାଳ 

ଅଟେ ହୃଦୟ ତୁମର 

ସିନ୍ଧୁ ଠାରୁ ଦୁଇ ଆଧିକା

ଅନ୍ତର ତୁମର ଗଭୀର ।


କି ଉପହାର ଦେବି ଗୋ 

ମମତାମୟୀ ତୁମକୁ 

ଭାବି ପାରୁନି କିଛି ,

ଦୁନିଆର ସର୍ବୋତ୍ତମ

ସୁନ୍ଦର ସୃଷ୍ଟି କି ଗୋ ତୁମେ

ନିଅ ନିଜକୁ ସମର୍ପି ଦେଉଛି ।।


Rate this content
Log in

Similar oriya poem from Inspirational