STORYMIRROR

Lingraj Majhi

Others

3  

Lingraj Majhi

Others

ଜହ୍ନ

ଜହ୍ନ

1 min
197

କବାଟ ଖୋଲି 

ଦୂର ଆକାଶକୁ ଦେଖେ ଯେବେ,

ରାତି ଆଡରେ ସୁନ୍ଦର ଛବିଟି

ଭାଷି ଉଠୁ ଥାଏ ତାରକା ଦେଶେ, 

ଅପୂର୍ବ ଶୋଭାର ଝଲକ

ଝଲସୁ ଥାଏ ଏମିତି,

ଆଖିଏ ନିଦରେ ବି ସାଉଁଟି ଦିଏ

କିଛି ଭାବ ନିରୋଳାରେ ଯେମିତି,

କି କୁହୁକ କରେ 

କିମିଆଁ ଲାଖି ଯାଏ ଏ ମନ

ସତରେ କ'ଣ ଏତେ ସୁନ୍ଦର 

ଏ ପୁନେଇଁ ରାତିର ଜହ୍ନ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍