STORYMIRROR

Lingraj Majhi

Fantasy Inspirational Others

3  

Lingraj Majhi

Fantasy Inspirational Others

ଅବୁଝା ନୁହଁ ମୁଁ

ଅବୁଝା ନୁହଁ ମୁଁ

1 min
210

କର୍ମ ଭୂମି ,ଜନ୍ମ ଭୂମିରେ 

ଆମେ ଅଛୁ ବୋଲି

ହେତୁ ପାଇଲା ପରେ

କେବେ ସକାମ ତ କେବେ ନିଷ୍କାମ କର୍ମର

କର୍ମୀ ସାଜିଛି ମୁଁ ।

କିଛି ପାଇବା କିଛି ହାରିବା

ବାଟର ବାଟୋଇ ସାଜିଛି ମୁଁ ।

ଜୀବନ ଯେ ଦର୍ଶନ 

ବୁଝିବି କେମିତି ,

ବସ ଦୃଷ୍ଟିକୋଣର ଅଭାବ ରହିଛି ମୋ ଭିତରେ

ଅବୁଝା ନୁହଁ ମୁଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy