STORYMIRROR

Lingraj Majhi

Romance Fantasy Others

4  

Lingraj Majhi

Romance Fantasy Others

ଅଭିମାନିନୀ ପ୍ରିୟା

ଅଭିମାନିନୀ ପ୍ରିୟା

1 min
240

ଗୋଲାପ ର ମହକ ରେ

ଚାନ୍ଦିନୀ ରାତିରେ 

ହେଇ ଯାଉଥିବ ସ୍ନେହର ସିନ୍ଧୁକ ଖୋଲି....

ପ୍ରଣୟ ଶେଯ ରେ

ନୂଆ ସାଥି କୋଳେ

ହଁ ଦେଉଥିବ ତୁମେ ନିଜକୁ ହଜେଇ ..।


ବରଷୁ ଥିବ ପ୍ରୀତିର ବର୍ଷା

ଭିଜି ଯାଉଥିବ ସେହି ରାତି

ସାଥୀ ଦେହେ ବିଖିରି ଯାଉଥିବ

ତୁମର ଓଦା କେଶରାଶି ।


ସ୍ୱାଭିମାନିନୀ 

ଅଭିମାନିନୀ ପ୍ରିୟା ମୋର

ଯଦି କେବେ ପ୍ରତାରଣା ର ମୁରୁଜ ବୁଣେ

ତମ ବାଟ ଅଗଣା ,

ଆଖିର ଦିଟୋପା ଲୁହ ସହ

ତେବେ ମୁଁ ହିଁ ମନେ ପଡିବି ନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance