STORYMIRROR

Sunanda Mohanty

Abstract Romance Others

4  

Sunanda Mohanty

Abstract Romance Others

ଦିନେ ଯାଇଥିଲି ଗାଁକୁ

ଦିନେ ଯାଇଥିଲି ଗାଁକୁ

1 min
11

ସେଦିନ ଗାଁ ତୁଠେ 

ଦେଖିଲି ନବୀନ ବୟସୀ ବାଳା 

କଥା ଦେଲା ଆଖିରେ କହି ନନ୍ଦବଳା 

ସେହି ଝିଅ ପୁଣି ଗାଁ ମନ୍ଦିରରେ 

କୃଷ୍ଣଚୁଡା ଗଛ ତଳେ 

ଚମ୍ଫା ଫୁଲ ଡାଳେ 

ଉଠେଇବାକୁ ତା ଫଟ 

କଲା ମତେ ଅନୁରୋଧ 

ଯାଇଥିଲି ଯେବେ ଗାଁକୁ 

ଆସିଥିଲା ମୋବାଇଲ ଦେଖିବାକୁ 

ଗାଁରେ ତା ଘର 

ମୋ ଘର ସହର 

ହେଲାନି ବାହାଘର 

ଭାଙ୍ଗିଲା ମନମୋର 

ଛାଡ଼ିଲି ଯେବେ ତାର ହାତ 

ଜେଜେ ଥିଲେ ମୋ ସାଥ 

ଆଣିଲେ ବୋହୂ କରି ଦେଖି ସୁନ୍ଦରୀ ଗୋରୀ 

ଗାଁ କନିଆଁ ସିଂଘାଣିନାକୀ ସେ ମୋର

ମନେ ରହିଲା ଗାଁକୁ ଯିବା କଥା 

ସେଠି ମୋ ଭାଗ୍ୟ ଲେଖା 

ଲେଖା ଡାକେ ମୁଁ ଆଜି ତାକୁ 

ଘରକୁ ଘରଣୀ ଥିଲେ ସୁନ୍ଦର 

ସୁନ୍ଦର ହେଲେକି ହେବ ଚା କପେ 

ନଦେଲେ ଥରକୁ ଥର 

କହି ଚିଡ଼ାନ୍ତି ଜେଜେ ମୋହର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract