Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Abstract

3  

Alhadini Panigrahi dash

Abstract

ଜଗନ୍ନାଥ ଙ୍କୁ ପଦେ

ଜଗନ୍ନାଥ ଙ୍କୁ ପଦେ

1 min
133


ଗଢିଛ ସାରା ସଂସାର ଜଗନ୍ନାଥ

  ଜଗତର ନାଥ ତୁମେ

ନିଜର ସୃଷ୍ଟିକୁ ନିଜେ ଭାଙ୍ଗ ,ଗଢ

  ସୃଷ୍ଟି ସଂରକ୍ଷଣ ନାମେ ା


ପାଚିଲା କହଇ ନିଅ ନିଅ ବୋଲି

  ତାକୁ ନିଅ ନାହିଁ ପାଶେ

କଞ୍ଚା ବୟସରେ କା'ରେ ନିଅ ଡାକି

  ତା କର୍ତ୍ତବ୍ୟ ବାକି ରହେ ା


Rate this content
Log in

Similar oriya poem from Abstract