STORYMIRROR

Alhadini Panigrahi dash

Others

3  

Alhadini Panigrahi dash

Others

ଅଦିନ ମେଘ

ଅଦିନ ମେଘ

1 min
189


ଅପଚିକିର୍ଷା କରିବା ଇଚ୍ଛା ରେ

     ଅଦିନେ ଆସିଛୁ ମେଘ

ଅସରା ବରଷା ସହ ଘଡଘଡି

     ସତେ କି ଗର୍ଜୁଛି ବାଘ ୧ାା


ଅନିଳ ବହିଲା ଅନୀକ ପରାୟେ

      ବିହଙ୍ଗ ହୁଡିଲେ ପଥ

ଅରୁଣ ଙ୍କୁ ନେଇ ଅନୂରୁ ବାହିଲା

      ସପ୍ତାଶ୍ବ ଯୋଚିତ ରଥ ୨ାା


ଅନୁରୋଧ ତୋତେ କରୁଛି ରେ ମେଘ

          ଅଦିନେ ଆସିବୁ ନାହିଁ 

ଅନିତୀ ନ କରି ଅଦିତୀ କୁ ତୋଷି

        ସତ୍ୟ ପଥେ ଥିବୁ ରହି ୩ାା


Rate this content
Log in