STORYMIRROR

Alhadini Panigrahi dash

Tragedy Classics Others

4  

Alhadini Panigrahi dash

Tragedy Classics Others

ନିଃସଙ୍ଗ ପଥିକ

ନିଃସଙ୍ଗ ପଥିକ

1 min
14

**ନିଃସଙ୍ଗ ପଥିକ**
ଏତେବଡ ଏଇ ଦୂନିଆଁ ବୁକୁ ରେ
ଚାଲୁଛି ମୁଁ ଏକା ଏକା
ଯାହାକୁ ନିଜର ବୋଲି ମୁଁ ଭାବୁଛି
 ସିଏ ତ ଦେଉଛି ଧେlକା l

 ଟିକେ ମିଠା କଥା କହିଦିଏ ଯିଏ
 ଭାବେ ମୁଁ ନିଜର ଏକା
 ତାସ୍ବାର୍ଥ ହାସଲ କରି ଚାଲିଯାଏ
ବନିଯାଏ ମୁଁ ତ ଵେlକା l

 ଆହେ ଦୟାମୟ ଏକାକି ଜୀବନେ
 ତୁମେ ବନ୍ଧୁ ତୁମେ ସଖା
 ବିଶ୍ବାସ ଡେlରି ରେ ବାନ୍ଧି ଦିଅ ପ୍ରଭୁ
 ତୁଟି ନ ଯାଉ ଭରସା l
***************
ଆହ୍ଲାଦିନୀ ପାଣିଗ୍ରାହୀ ଦାଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy