STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ଜାନୁଆରୀ ତେର

ଜାନୁଆରୀ ତେର

1 min
18


ଅଠରଶହ ତେୟାଲିଶ ମସିହା

ଜାନୁଆରି ତେର ଏହି ଦିନ

ସଂକ୍ରାନ୍ତି ପୁରୁଷଙ୍କ ଜନମ

ବ୍ୟାସ କବି ଫକୀରମୋହନ

ପିତା ଲଷ୍ମଣ ଚରଣ ମାତା ତୁଳସୀ

ଦେଇଥିଲେ ନାମ ବ୍ରଜମୋହନ

ଚାରିଗୋଟି ଉପନ୍ୟାସ

କୋଡିଏଟି ଗଳ୍ପ ସଂକଳନ

ପରିଚୟ ଦେଲା ସାହିତ୍ୟରଥି ସମ୍ମାନ

ବାଲେଶ୍ୱର ସହର ମଲ୍ଲୀକାଶପୁର ଧନ୍ୟ

ସରସ୍ବତୀ ଉପାଧି ପାଇ ବାମଣ୍ଡାରୁ

ଲଛମା ଉପନ୍ୟାସରେ ଅପୂର୍ବ ମିଳନ

ଛ ମାଣ ଆଠଗୁଣ୍ଠ ଉଣେଇଶଦୁଇ ପ୍ରକାଶିତ

ରେବତୀ ଉତ୍କଳ ସାହିତ୍ୟ ପତ୍ରିକାରେ ମଣ୍ଡିତ

ଲଛମା ଏକ ଐତିହାସିକ ଉପନ୍ୟାସ

ବିଷମଞ୍ଜି ଉପନ୍ୟାସ ଅପ୍ରକାଶ୍ୟ

ଦଶରଥୀ ଦାସ ମାମୁଁ ଉପନ୍ୟାସର ଚରିତ୍ର

ଶେଷ ଉପନ୍ୟାସ ନିଶ୍ଚେ ପ୍ରାୟଶ୍ଚିତ

ଗୋବିନ୍ଦ ଓ ଇନ୍ଦୁମତୀ ପାୟଶ୍ଚିତର ଚରିତ୍ର

ପ୍ରଥମ ରେବତୀ ଶେଷ ଗଳ୍ପ ଗାରୁଡି ମନ୍ତ୍ର 

ଧୂର୍ଜ୍ଜଟି ଛଦ୍ମନାମେ ଲେଖି ଛଅମାଣ ଆଠଗୁଣ୍ଠ

ଅସମାନ୍ୟ କଥା ସାହିତ୍ୟର ଲେଖନୀ ବଳିଷ୍ଠ ।


Rate this content
Log in

Similar oriya poem from Action