Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipsa Acharya

Romance

3  

Lipsa Acharya

Romance

ଦୂରତା ସତରେ ନ ଥିଲା

ଦୂରତା ସତରେ ନ ଥିଲା

1 min
231


ହଁ, ଦୂରତା ସତରେ ନ ଥିଲା

ମାତ୍ର ତମେ ଏକ ଅଦୃଶ୍ଯ ସୀମାରେଖା ଟାଣିଦେଲ। 

ଆତ୍ମୀୟତାର ନିବିଡ ସମ୍ପର୍କରେ ବାନ୍ଧିବାକୁ ଚାହୁଁଥିଲି 

ହେଲେ, ପାରିଲି ନାହିଁ ।

କ'ଣ ବା ତମଠାରୁ ମାଗୁଥିଲି

ଟିକିଏ ସ୍ନେହଭରା ଆଦର ଆଉ ଭଲପାଇବା ।

କିଚ୍ଥିଟା ଦେଇଥିଲ ମଧ୍ଯ ତୁମେ

ନିଜକୁ ଯୋଗଜନ୍ମା ଭାବି ନେଇଥିଲି ମୁଁ । 

ମୋଠାରୁ ଦୂରରେ ଥାଇବି , ପାଖରେ ଥିଲ। 

ଆଜି ଏତେ ନିକଟତର ହେଇ ମଧ୍ଯ

ମନ ବାରମ୍ବାର ପ୍ରଶ୍ନ କରୁଛି

କାହିଁକି ତମେ ସମ୍ପର୍କକୁ ଗୋଟିଏ ପାଦ ଆଗକୁ ଆଣିଦେଲ ?

ମୁଁ ବି କେଡେ ବୋକୀଥିଲି

ତମ ଆକର୍ଷଣରେ ଆକର୍ଷତ ହୋଇ ଚାଲିଆସିଲି ।

କହୁଥିଲ ନା ଆମେ ପରସ୍ପର ଠାରୁ ବହୁତ ଦୂରରେ

ସେତରେ , ସେତେବେଳେ ଦୂରତା ନଥିଲା ଆମ ସମ୍ପର୍କରେ 

ଯାହା ଆଜି ଅଚ୍ଥି ।



Rate this content
Log in

Similar oriya poem from Romance