Buy Books worth Rs 500/- & Get 1 Book Free! Click Here!
Buy Books worth Rs 500/- & Get 1 Book Free! Click Here!

Lipsa Acharya

Classics


3  

Lipsa Acharya

Classics


ପଢିବାର ଅଛି ଅନେକ କିଛି

ପଢିବାର ଅଛି ଅନେକ କିଛି

1 min 11.3K 1 min 11.3K

ଉପେନ୍ଦ୍ରଙ୍କ ଶବ୍ଦସମୁଦ୍ର

ବଳଦେବଙ୍କ ଚମ୍ପୁସଙ୍ଗୀତ

ଗୋପାଳକୃଷ୍ଣଙ୍କ ଭକ୍ତିଭାବ

ଦୀନକକୃଷ୍ଣଙ୍କ ପ୍ରେମ ରସ। 


ରାଧାନାଥଙ୍କ ପାଚ୍ଯପାଶ୍ଚାତ୍ଯ ମିଳନ

ଗଙ୍ଗାଧରଙ୍କ ପ୍ରକୃତି ଚିତ୍ରଣ 

ମାନସଂହଙ୍କ ପ୍ରେମର ପରିଭାଷା

ରମାକାନ୍ତଙ୍କ ମୃତ୍ଯଚେତନା ।


ଫକୀର ମୋହନଙ୍କ ସାମାଜିକ କାରୁଣ୍ଯ

ଗୋପିନାଥଙ୍କ ଆଦିବାସୀ ସମାଜ

ସୁରେନ୍ଦ୍ର ମହାନ୍ତିଙ୍କର କିମ୍ବଦନ୍ତୀର ସୌରଭ

ପ୍ରତିଭା ରାୟଙ୍କ ନାରୀମନ ବିଶ୍ଲେଷଣ ।


ପଢିବାର ଅଛି ଅନେକ କିଛି

ଶିଖିବାର ଅଛି ଅନେକ କିଛି

ଲେଖିବାର ଅଛି ଅନେକ କିଛି

ଜୁଇ ଜଳିବା ଆଗରୁ ।।


Rate this content
Log in

More oriya poem from Lipsa Acharya

Similar oriya poem from Classics