Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipsa Acharya

Classics

3  

Lipsa Acharya

Classics

ପଢିବାର ଅଛି ଅନେକ କିଛି

ପଢିବାର ଅଛି ଅନେକ କିଛି

1 min
11.3K


ଉପେନ୍ଦ୍ରଙ୍କ ଶବ୍ଦସମୁଦ୍ର

ବଳଦେବଙ୍କ ଚମ୍ପୁସଙ୍ଗୀତ

ଗୋପାଳକୃଷ୍ଣଙ୍କ ଭକ୍ତିଭାବ

ଦୀନକକୃଷ୍ଣଙ୍କ ପ୍ରେମ ରସ। 


ରାଧାନାଥଙ୍କ ପାଚ୍ଯପାଶ୍ଚାତ୍ଯ ମିଳନ

ଗଙ୍ଗାଧରଙ୍କ ପ୍ରକୃତି ଚିତ୍ରଣ 

ମାନସଂହଙ୍କ ପ୍ରେମର ପରିଭାଷା

ରମାକାନ୍ତଙ୍କ ମୃତ୍ଯଚେତନା ।


ଫକୀର ମୋହନଙ୍କ ସାମାଜିକ କାରୁଣ୍ଯ

ଗୋପିନାଥଙ୍କ ଆଦିବାସୀ ସମାଜ

ସୁରେନ୍ଦ୍ର ମହାନ୍ତିଙ୍କର କିମ୍ବଦନ୍ତୀର ସୌରଭ

ପ୍ରତିଭା ରାୟଙ୍କ ନାରୀମନ ବିଶ୍ଲେଷଣ ।


ପଢିବାର ଅଛି ଅନେକ କିଛି

ଶିଖିବାର ଅଛି ଅନେକ କିଛି

ଲେଖିବାର ଅଛି ଅନେକ କିଛି

ଜୁଇ ଜଳିବା ଆଗରୁ ।।


Rate this content
Log in

Similar oriya poem from Classics