Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Romance

3  

Akshayakumar Dash

Romance

ଦମ୍ପତି

ଦମ୍ପତି

1 min
11.7K


ଜଣେ ପୁରୁଷ ଆଉ ଜଣେ ନାରୀ

ଆକାଶ ଆଉ ଧରିତ୍ରୀ

ସଂସାରରେ ଜୀବନ ର ତରୀ

ଶୁଖ ଦୁଃଖ ଦୁଇ କୂଳ ଦେଇ

ଗତିକରେ ନାବଟିଏ ପରି।


ଜଣେ ଧର୍ଯ୍ୟ ମମତାର ପୁଷ୍ପ

କାମନା ବାସନା ର ଭୁମି

ଶୃଷ୍ଟି ଆଉ ପାଳନର କ୍ଷେତ୍ର

ସାକ୍ଷାତ ରେ ଦେବୀ ମୃତ୍ତୀ

ଅହଂକାର ଗର୍ବ ରେ ଅନ୍ୟଟି।


ଛଳନା ର ଜାଲ କପଟ ପାତ୍ର ରେ

ଭରୁଥାଏ କୋଉଡି ସେ ନିତି

ଜଣେ ସୀତା ମନ୍ଦୋଦରୀ

କୁନ୍ତି କି ଗାନ୍ଧାରୀ

ପୂର୍ଣ୍ଣିମା ଏ ଜହ୍ନ ପୁଣି

ସକାଳ ର ସ୍ଵପ ସବୁ ଆକାଶର ତାରା ।


ଫଳ ପୁଷ୍ପ ଭରା ପରି ଧରା।

ପାହାଡ଼ ବିପଦ ସବୁ 

ଲହଡି ଅନେକ

ଗର୍ଜିଆସି କୂଳ ଛୁଏଁ 

ହୋଇଯିଏ ସାନ୍ତ 

ଜଣେ ମଧୁ ଅନ୍ୟଟି ମଧୁପ।


Rate this content
Log in

Similar oriya poem from Romance