Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance Classics

3  

Satyanarayan Sahoo

Abstract Romance Classics

ମନେ ପଡେ ମୋର

ମନେ ପଡେ ମୋର

1 min
133


ମନେ ପଡେ ମୋର ପିଲାଟି ଦିନର

ଅଫେରା ଅତୀତ ମୁହୁର୍ତ୍ତ ସମ୍ଭାର ।


ମହକୁଥାଏ ମୋ ମନର ଭିତରେ 

ଦୁଃଖ ଶୋକ କଷ୍ଟ ଯନ୍ତ୍ରଣା କୋଳରେ ।


ଯାପିଚି ସେ ସବୁ ସମସ୍ୟା ଇତ୍ୟାଦି

ପ୍ରତିବନ୍ଧକ ଓ ତତ୍କାଳ ସମୃଦ୍ଧି ।


ଅନୁଭବ ତଥ୍ୟ ସଂଗ୍ରହ ସକଳ

ଚିତ୍ତ ବୃତ୍ତି ମୋର କରଇ ଉଦ୍ବେଳ ।


ଭରପୁର ଭାବ ଉନ୍ମାଦନା ଧରି

ମନୋରଞ୍ଜନ ସେ କେତେ ବଣ ଭୋଜି ।


କେତେ ଯେ ସଂଗ୍ରାମ ରୋମାଞ୍ଚ ସଞ୍ଚାର

କରି ସ୍ନେହ ପ୍ରେମ ଶ୍ରଦ୍ଧା ଓ ଆଦର ।


କରିବାକୁ ଶିକ୍ଷା ଦିଏ ନିତ୍ୟେ ପ୍ରାଣେ

ପୁଣ୍ୟ ସାନ୍ତ୍ଵନା ଓ ଆଶ୍ଵାସନା ବୁଣେ ।


ରୋମାଞ୍ଚ ସ୍ପନ୍ଦନ ପୁଲକ ଆହ୍ବାନ

କରଇ ପ୍ରସାର ପ୍ରେରଣା ପ୍ରଦାନ ।


Rate this content
Log in

Similar oriya poem from Abstract