STORYMIRROR

Surjyakanta Dash

Romance

2  

Surjyakanta Dash

Romance

ଚିଠି

ଚିଠି

1 min
21


ମୋର ଗହନ ମନର କଥାକୁ

      ଚିଠି ମାଧ୍ୟମରେ ଲେଖୁଛି

ଚିଟାଉର ଭାଷା ମୋ ମନର ବ୍ୟଥା

       ପ୍ରୀତିରେ ବୁଝିବ ଭାବୁଛି ।୧।


ବଞ୍ଚିବାକୁ ହେଲେ ତୁମ ବିନା ଏଠି

       ଚିଟାଉ ସାହାରା ଦେଖିଛି

ଭଲପାଅ ବୋଲି କହିଦେଲେ ଥରେ

        ବାଟ ତୁମ ଚାହିଁ ରହିଛି ।୨।


ତୁମ ଠାରୁ ଦୂରେ ରହି ରହି

        କାହାକୁ କହିବି ଭାବୁଛି

ଅବ୍ୟକ୍ତ ମନରେ ଭାବନା କୁ ମୁଁ

          ଚିଠି ଦ୍ବାରା ବଖାଣୁଛି ।୩।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance