ଛଳନାମୟୀ ପ୍ରେମିକା - ୨
ଛଳନାମୟୀ ପ୍ରେମିକା - ୨


ଛଳନାମୟୀ ମୋ ଲଳନା
ଛଳନା ତା
ମନ ମୋହୁଛି
ମୟାବିନୀ ତିଳୋତ୍ତମା ସେ
ମୋ ପସରାରେ
ଯାଦୁ ରଖିଛି ।
ତା'ର ସେଇ ମାୟା,
ସେଇ ଛଳନା
&nbs
p; ଅସରା ବାସନା ସୃଜଇ
ବିଷକନ୍ୟା ବିଷ
ଅମୃତ ସମାନ
ନିତି ମୁଁ ଯେ ଲୋଡୁଥାଇ ।
ତା ଦଂଶନେ ଝରଇ
ଯେଉଁ ପ୍ରେମରସ
ମୃଦୁ ଚୁମ୍ୱନରେ କେବେ ମିଳେନା
ସେଥିପାଇଁ ମୋ ଛଳନାମୟୀର
ଦଂଶନ ପୀଡନ
ମୋ ପାଇଁ ମଧୁର ବେଦନା ।