Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Kumar Behera

Romance Fantasy Inspirational

4  

Prasanta Kumar Behera

Romance Fantasy Inspirational

ଜବାରଂଗର କବିତା

ଜବାରଂଗର କବିତା

1 min
320



ଏ ଜବାରଂଗ ମୁହଁରେ ତୁମର

ଫୁଟାଏ ମୋ ହ୍ରୁଦୟର

ଜବାପ୍ରେମ,


ଏ ଜବାରଂଗ ମୁହଁରେ ତୁମର

ମୋ ପାଇଁ ତୋଳଇ ଶେଷହୀନ

ଜବାସ୍ବପ୍ନ l


ଯେବେ ତୁମେ ସଖୀ ମୋତେ ଛୁଇଁଦେଲ

ତୁମ ନୟନର ମିଠା

ଚାହାଣୀରେ,


ସେହିଦିନ ମୁହିଁ ସକଳ ବନ୍ଧନ ହରାଇ 

ଲୋଟି ପଡ଼ିଲି ତୁମ ଜବା 

ବକ୍ଷରେ l


ଆଜି ଏ ଯେଉଁ ଲାଲିମା ଉଇଁଛି 

ତୁମ ଉଷାରାଗ ଭିଜା 

ଦୁଇ ଚିବୁକରେ,


ସେ ଲାଲିମା ମୋର ପ୍ରେମ ଇସ୍ତାହାର 

ଅଦୃଷ୍ଟ ତୋଳିଛି ତା'ର

ଅଦୃଶ୍ୟ ଅଙ୍ଗୁଳିରେ ।



Rate this content
Log in

Similar oriya poem from Romance