STORYMIRROR

Manaswinee Dash

Romance

3  

Manaswinee Dash

Romance

ନୂତନ ବୋହୁ ଜୀବନ

ନୂତନ ବୋହୁ ଜୀବନ

1 min
109


ଯେବ ହଉ ଆମେ ଆବଦ୍ଧ ବିବାହ ବନ୍ଧନରେ  

ପରସ୍ପର ପ୍ରତି କେତେ ଯେ ଶବ୍ଦ ଉଙ୍କି ମାରେ  

କେବେ କଉ କଥାକୁ ପଚାରି ହୁଏ  

ତ କୋଉ କଥା ମନ ଭିତରେ ରୁହେ। 


ପ୍ରତିଟି ମୁହୂର୍ତ୍ତ ଥାଏ ନୂତନତାରେ ଭରି  

ରହସ୍ୟ କେବେ ଯାଏନା ସରି  

ନାରୀ ପାଇଁ ଏତ କଠିନ ଭାରୀ  

ଅଜଣା ବ୍ୟକ୍ତି ଗହଣରେ କଟୁଛି ଜୀବନ ତାହାରି। 



ଜୀବନ ସାଥୀ ଯେବେ ହାତ ଦିଏ ବଢାଇ  

କହେ ଚାଲିବା ସାଥୀ ହୋଇ  

ଜୀବନ ସାଥୀକୁ ବୁଝିବାକୁ ଚେଷ୍ଟା କରଇ  

ଜୀବନ ତ ଖୁସିରେ କଟି। 



Rate this content
Log in

Similar oriya poem from Romance