STORYMIRROR

Prasanta Kumar Behera

Romance Fantasy Inspirational

3  

Prasanta Kumar Behera

Romance Fantasy Inspirational

ମୁଗ୍ଧା ଅଳକନନ୍ଦା ....... ----------------------

ମୁଗ୍ଧା ଅଳକନନ୍ଦା ....... ----------------------

1 min
22

 ଦେଖିଥିଲି ତତେ
 ବିପଣୀ ବିଥିକା ପରେ
 କଳା କେଶେ ତୋର
 ଝରି ପଡିଥିଲା
 ସୁନାରି ଗଛରୁ
ହଳଦୀ ରଙ୍ଗ ଅବିର

 ଦେଖିଥିଲି ତତେ
 ଶରତ ଆକାଶ ତଳେ
 ସୁନା ମୁହେଁଁ ତୋର
 ଝରି ପଡିଥିଲା
 ନୀଳ ଆକାଶର
 ରୂପେଲି କର

 ପୁଣି ଦେଖିଥିଲି ତତେ
 ଅଳକା ବାଲିରେ
 କହୁଥିଲା ଅଳକା ତୋର କାନେ
 ଅଳକନନ୍ଦା ତୁ କାହିଁକି କରୁଛୁ ଲାଜ
 ପ୍ରେମିକ ତୋର ଅପେକ୍ଷା କରିଛି
 ତୋ ଓଠ ସୁଧା ଦେଇ
ତାକୁ ତୃପ୍ତ କର ଘନ ଆଲିଙ୍ଗନେ.........

 ****************************

 ଅଧ୍ଯାପକ ପ୍ରଶାନ୍ତ କୁମାର ବେହେରା
ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance