STORYMIRROR

Prasanta Kumar Behera

Romance Fantasy Inspirational

4  

Prasanta Kumar Behera

Romance Fantasy Inspirational

ଅଭିମାନିନୀ ରାଧିକା ......... -----------------

ଅଭିମାନିନୀ ରାଧିକା ......... -----------------

1 min
30

ଅଭିମାନିନୀ ରାଧିକା .........
---------------------------------------------
 ଜବା ଓଠରୁ ତମର
ସେ ନିରବ ଭାଷା
 ବୁଝୁଛି ଗୋ ବୁଝୁଛି

ଯେମିତି ଦେଖ
 ଆଜି ଏ ଆକାଶ ଧରଣୀ
 ବେଦନା ବୁଝିଛି

ମେଘ ପାଲିଙ୍କିରେ
ଓହ୍ଲାଇ ଆସି କୋଟିଏ
ଚୁମ୍ବନ ଦେଉଛି

ତମ ହାତର
ସେ ଗୋଲାପର ସ୍ୱର
 କାନରେ ମୋର ପଡିଛି

ଯେମିତି ଦେଖ
ମେଘ ଡାକ ଶୁଣି
କଦମ୍ବ ରୋମାଞ୍ଚ ତୋଳୁଛି
 
ଆମ୍ର ଉପବନେ
ଏଇ ନିଦାଘରେ
ଚାତକ ପକ୍ଷ ତା ମେଲୁଛି
 
ପ୍ରଣୟ ସିତ୍କାରେ
ଅଭିମାନିନୀ ରାଧିକା
ରାସ କୁଞ୍ଜବନ ଖୋଜୁଛି....

*************************

ଅଧ୍ଯାପକ ପ୍ରଶାନ୍ତ କୁମାର ବେହେରା,
ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance