Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Kumar Behera

Romance Classics Fantasy

3  

Prasanta Kumar Behera

Romance Classics Fantasy

ସ୍ନିଗ୍ଧ ଆବାହନୀ

ସ୍ନିଗ୍ଧ ଆବାହନୀ

1 min
283



ସ୍ନିଗ୍ଧା, ତମେ ଆଗାମୀ ଉଷାର

ସ୍ନିଗ୍ଧ ଆବାହନୀ

ଆଗାମୀର ସ୍ଵାଗତିକା


ଜାଣିଅଛି ମୁହିଁ 

ଭବିଷ୍ୟତ ତମ

ଉଜ୍ଜ୍ୱଳ ଆଲୋକରେଖା,


ଶୁଭଦର୍ଶିନୀ ଆଗୋ ନୟନେ ତମର

ସ୍ୱପ୍ନର ସ୍ନିଗ୍ଧ ତରଙ୍ଗ

ନାଚେ


ଜାଣିଅଛି ମୁହିଁ ସ୍ବପ୍ନ ତମର

ସତ ହେବ ଦିନେ

ନିଶ୍ଚେ,


ଜୀବନ ମଞ୍ଚର ପୁଷ୍ପିତ କୁଞ୍ଜରେ

ତମ ସ୍ନିଗ୍ଧ ରୂପ

ଦୃଶ୍ୟ ହୁଏ,


ଜାଣିଅଛି ମୁହିଁ ଯାହା ଦୃଶ୍ୟ

ହୁଏ ମୋତେ ଦିନେ

ତାହା ସତ ହୁଏ ।


Rate this content
Log in

Similar oriya poem from Romance