Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Kumar Behera

Romance Fantasy Inspirational

3  

Prasanta Kumar Behera

Romance Fantasy Inspirational

ତୁ ଅମୀୟବାଳା

ତୁ ଅମୀୟବାଳା

1 min
256


ତୁ ଅମୀୟବାଳା..........

---------------------------------------------


ସମବେଦନା ଓ କରୁଣାର ଝର


ତୋ ହୃଦ ପ୍ରାନ୍ତରର ଅଳକାନନ୍ଦା


ଅଧରରୁ ତୋର ଝରିଆସିଥାଏ


ବିଶ୍ୱ ମଙ୍ଗଳ କାମନା ଆଳତି ସଦା


ଦରଦଭିଜା ତୋ ଅନ୍ତର ଅଙ୍ଗନ


ପର ପାଇଁ ତୋ ଅନ୍ତର କାନ୍ଦେ


ସକଳ ମନ,ପ୍ରାଣ ଓ ହୃଦୟ


ତୋ ଭାବ ମୁକୁରରେ ଫୁଟେ 


 ତୋ କଥା କବିତା ଅମୃତଝରା 


ବିଞ୍ଚି ଦିଏ ସ୍ନେହ, ଶ୍ରଦ୍ଧାର ମୁକୁତା


ମୋ ହୃଦୟର ବେଦନା ଜ୍ୱଳନ


ଲଭିଥାଉ ତୋ ସାନିଧ୍ୟ ଶୀତଳତା l



Rate this content
Log in

Similar oriya poem from Romance