SUDHANSU SEKHAR BEHERA
Romance
ତୁମ ଅବସ୍ଥା ଜାଣିବା ପାଇଁ
ମୋତେ ତୁମକୁ ପଚାରିବା
ଦରକାର ନାହିଁ,
ତଥାପି ମୁଁ ପଚାରେ
କାରଣ ମୋ ଛଡା
ତମେ କାହାକୁ ତମ ମନ କଥା
ଖୋଲି କହିପାରିବ ନାହିଁ
ଆଉ ମନ କଥା ଖୋଲିକରି
ନ କହିଲେ
ସବୁ ଠିକ୍ ହବ କେମିତି ?
ମାତୃ ଦିବସ
ସବୁ ଠିକ୍ ହବ କ...
ରଙ୍ଗ
ମାଆ
ମାତୃ ଦିବସ ଅବସ...
ଶେଫାଳିକା ଶେଫାଳିକା
ଆସିବ ଗୋ ସଖି, ଆସିବ ଆସିବ ଗୋ ସଖି, ଆସିବ
ଫଗୁଣର ଫଗୁ ତୁମସାଥେ ପରା ନିତି ନିତି ଖେଳେ ହୋଲି ମୋ ଆଖିରେ ଖାଲି ନିଦାଘର ଝାଞ୍ଜି ଡହ ଡହ ମରୁବାଲି ଫଗୁଣର ଫଗୁ ତୁମସାଥେ ପରା ନିତି ନିତି ଖେଳେ ହୋଲି ମୋ ଆଖିରେ ଖାଲି ନିଦାଘର ଝାଞ୍ଜି ଡ...
ସରଗୁ ଓହ୍ଲାଇ ଆସିଲି ସଧିରେ ଭୂଇଁରେ ରଖିଲି ପାଦ ଆଲିଙ୍ଗନେ ମୋର ବାନ୍ଧିଲି ତୁମକୁ ହଜିଗଲା ଅବସାଦ I ସରଗୁ ଓହ୍ଲାଇ ଆସିଲି ସଧିରେ ଭୂଇଁରେ ରଖିଲି ପାଦ ଆଲିଙ୍ଗନେ ମୋର ବାନ୍ଧିଲି ତୁମକୁ ହଜ...
ତୋ ମଥାରେ ବିନ୍ଦି ହେବବୋଲି ସଖୀ ମଧୁମାଳତୀର ଆଶା ଚେଇଁ ଉଠିଲାଣି କାନନେ କୋକିଳ ହେବ ତୋ କଣ୍ଠର ଭାଷା ତୋ ମଥାରେ ବିନ୍ଦି ହେବବୋଲି ସଖୀ ମଧୁମାଳତୀର ଆଶା ଚେଇଁ ଉଠିଲାଣି କାନନେ କୋକିଳ ହେବ ...
ଆଖି କହେ କେତେ ଆଖି ତଳ କଥା ଗୋପନେ ସହେ ଯା' ଆଖି ଆଖି ସହେ ପୁଣି ଆଖି ଛଳ ବ୍ୟଥା ଜୀବନେ ଭେଟେ ଯା ଆଖି..! ଗରମ ନ... ଆଖି କହେ କେତେ ଆଖି ତଳ କଥା ଗୋପନେ ସହେ ଯା' ଆଖି ଆଖି ସହେ ପୁଣି ଆଖି ଛଳ ବ୍ୟଥା ଜୀବନେ ଭେଟ...
ଅବ୍ୟକ୍ତ ଭାବନା ମଧୁର ମୂର୍ଚ୍ଛନା ଗୁଞ୍ଜରିତ ଚଉପାଶେ ମୟୂରୀ ପରାଣ ହେଉଛି ଉନ୍ମନା ମୃଦୁ ସମୀରଣ ସ୍ପର୍ଶେ । ... ଅବ୍ୟକ୍ତ ଭାବନା ମଧୁର ମୂର୍ଚ୍ଛନା ଗୁଞ୍ଜରିତ ଚଉପାଶେ ମୟୂରୀ ପରାଣ ହେଉଛି ଉନ୍ମନା ମୃଦ...
ମୁଁ ହେଇ ଯାଆନ୍ତି ମୁଁ ହେଇ ଯାଆନ୍ତି
ଗଲା ସେ ଅତୀତ ସ୍ମୃତିର ବୋଇତ ଆଜି ଭାରି ମନେ ପଡେ ପୁରୁଣା ସ୍ମୃତିରେ ଭିଜିବାକୁ ଥରେ ମନ ଟାଣେ ତା... ଗଲା ସେ ଅତୀତ ସ୍ମୃତିର ବୋଇତ ଆଜି ଭାରି ମନେ ପଡେ ପୁରୁଣା ସ୍ମୃତିରେ ଭିଜିବାକୁ ...
ତୁମେ ଫେରିଆସ ଶୂନ୍ୟତା ର ଆବଦ୍ଧ ଭିତରୁ.. ହଜିବାର ଅନେକ ଆଗରୁ ବିଶ୍ୱାସର କବଚ ପିନ୍ଧାଇ ଆଉ ଚିତ୍କା ତୁମେ ଫେରିଆସ ଶୂନ୍ୟତା ର ଆବଦ୍ଧ ଭିତରୁ.. ହଜିବାର ଅନେକ ଆଗରୁ ବିଶ୍ୱାସର କବଚ ପିନ୍ଧା...
ପଞ୍ଚଆତ୍ମା ଦ୍ଵାର ସର୍ବଦା ଉନ୍ମୁକ୍ତ କଳ୍ପନା ଜଳ୍ପନା ଛବି ଏମନ୍ତ ଲକ୍ଷଣ କରିଲେ ଧାରଣ ଜଗତ ପଞ୍ଚଆତ୍ମା ଦ୍ଵାର ସର୍ବଦା ଉନ୍ମୁକ୍ତ କଳ୍ପନା ଜଳ୍ପନା ଛବି ଏମନ୍ତ ଲକ୍ଷଣ କରିଲ...
ରାତି ସାରା ଉଜାଗର ଅସଂଖ୍ୟ କଳିକା ସ୍ବପ୍ନ ଜୁଡ଼ୁ ବୁଡ଼ୁ ଶିଶିର ଶଯ୍ୟାରୁ ରାତି ସାରା ଉଜାଗର ଅସଂଖ୍ୟ କଳିକା ସ୍ବପ୍ନ ଜୁଡ଼ୁ ବୁଡ଼ୁ ଶିଶିର ଶଯ୍ୟାରୁ
ତୁମ କଥା ମନେ ପଡ଼େ କିଆଁ ତୁମ କଥା ମନେ ପଡ଼େ କିଆଁ
ବେଳ ରତ ରତ ହେଲାଣିଲୋ ସଖୀ ଧିରେ ଧିରେ ସଞ୍ଜ ଆସୁଛି ନଇଁ ଖୋଲିଦେ ଆଜି ତୋ ମନର ଦୁଆର ଦୁଇ ଆତ୍ମା ଯାଉ ବେଳ ରତ ରତ ହେଲାଣିଲୋ ସଖୀ ଧିରେ ଧିରେ ସଞ୍ଜ ଆସୁଛି ନଇଁ ଖୋଲିଦେ ଆଜି ତୋ ମନର ଦୁଆର ଦୁଇ ଆତ...
ତୁମେ ଚିଠିଟିଏ ଦେବ ତୁମେ ଚିଠିଟିଏ ଦେବ
କହ ପଛେ ମୋ ଚଗଲାମୀ, ଅବା... କହିପାର ମୋର ମୁର୍ଖତା; ମୁଁ ଭଲ ପାଏ ତୁମକୁ, ଏହା ହିଁ ଅଟେ ସତ୍ୟତା । କହ ପଛେ ମୋ ଚଗଲାମୀ, ଅବା... କହିପାର ମୋର ମୁର୍ଖତା; ମୁଁ ଭଲ ପାଏ ତୁମକୁ, ଏହା ହ...
କାଲି ଥିବ କି ନଥିବ ସମୟ ଦିନେ କହିବ, ପ୍ରେମ କରି କିଏ ଜିତେ କିଏ ଅବା ଯେ ହାରି କାଲି ଥିବ କି ନଥିବ ସମୟ ଦିନେ କହିବ, ପ୍ରେମ କରି କିଏ ଜିତେ କି...
ତୁମେ ମୋ ହାତରେ ହାତ ଛନ୍ଦି କହିଥିଲ ତୁମେ ଭୟ କରନି ମୁଁ ଆଜିଠୁ ହେଲି ତୁମର... ମୁଁ ମଧ୍ୟ କହିଥିଲି ତୁମେ ମୋ ହାତରେ ହାତ ଛନ୍ଦି କହିଥିଲ ତୁମେ ଭୟ କରନି ମୁଁ ଆଜିଠୁ ହେଲି ତୁମର... ମୁଁ ...
ତୁମରି ସ୍ୱରରେ ମୋ କାନେ କହଲା ପ୍ରେମର କାହାଣୀ କେତେ I ତୁମରି ସ୍ୱରରେ ମୋ କାନେ କହଲା ପ୍ରେମର କାହାଣୀ କେତେ I
ମୋ ଖୋଲା ଝରକା ଫାଙ୍କରୁ ତୁମକୁ ନିରେଖି ମୁଁ ନିତି ଦେଖେ ତୁମଠାରେ ମନ ହଜିଯାଏ ଯେବେ ମୋ ଖୋଲା ଝରକା ଫାଙ୍କରୁ ତୁମକୁ ନିରେଖି ମୁଁ ନିତି ଦେଖେ ତୁମଠାରେ ମନ ହଜିଯାଏ ଯେବେ