STORYMIRROR

SUDHANSU SEKHAR BEHERA

Abstract Inspirational Others

2  

SUDHANSU SEKHAR BEHERA

Abstract Inspirational Others

ରଙ୍ଗ

ରଙ୍ଗ

1 min
90

କୌଣସି ଝିଅ କାଳି ହୋଇନଥାନ୍ତି

କିଏ ଟିକେ ଅଧିକ ଶ୍ୟାମଳ ଦିଶେ ।


କୌଣସି ଝିଅ ବେଶି ଶ୍ୟାମଳି ହୋଇନଥାନ୍ତି

କିଏ ଟିକେ କିଏ କମ୍ ଗୋରା ଦିଶେ ।


କୌଣସି ଝିଅ କିଛି କମ୍ ଗୋରା ହୋଇନଥାନ୍ତି

କାହା କାହା ରଙ୍ଗ ପୁରୁଷର ସ୍ଵାଦ ସହ ମିଶିନଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract