STORYMIRROR

SUDHANSU SEKHAR BEHERA

Inspirational

4  

SUDHANSU SEKHAR BEHERA

Inspirational

ମାତୃ ଦିବସ ଅବସରରେ

ମାତୃ ଦିବସ ଅବସରରେ

1 min
225

ମାଆ ଗୋଟିଏ ଶବ୍ଦ

କିନ୍ତୁ ଅସରନ୍ତି କଥା ତା ଭିତରେ ଅଛି... 

ସେ କାମ ବହୁତ କରେ ହେଲେ ଥକେନି..... 

ସେ ମତେ ରାଗେ କିନ୍ତୁ ହୃଦୟରୁ ନୁହଁ.. 

ସେ ମତେ ମାରେ କିନ୍ତୁ କଷ୍ଟ ତାକୁ ହୁଏ... 

ସେ ମତେ ଭଲ ପାଏ କିନ୍ତୁ ବିନା ସ୍ୱାର୍ଥରେ.....

ତା ଋଣ ଶୁଝିବା ମୋ ପକ୍ଷେ ଅସମ୍ଭବ....

ବାସ ଏତିକି କହିବି ସେ ମୋ ଜୀବନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational