STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ସିନ୍ଦୁର

ସିନ୍ଦୁର

1 min
260


ନାରୀ ପିନ୍ଧି ପାରେ ସୁହାଗ ସିନ୍ଦୁର

ସିନ୍ଦୁର ପିନ୍ଧି ନାରୀ ଦିଶେ ସୁନ୍ଦର

ସିନ୍ଦୁର ଭଳି ଆଉ କିଏ ହେବ ନାହିଁ

ବାହା ବେଦୀ ରେ ସ୍ୱାମୀ ଯାଏ ଦେଇ

ଟୋପାଏ ସିନ୍ଦୁର ବିନା ସ୍ତ୍ରୀ କିଏ ହେବ

ସିନ୍ଦୁର ଥିଲେ ମଥାରେ ନାରୀ ସାଧବା ଲାଗିବ

ସିନ୍ଦୁର ଦେଇ ସ୍ୱାମୀ କରି ନିଏ ନିଜର

ସ୍ୱାମୀ ବିନା କିଏ ଦେଇ ପାରେନି ସିନ୍ଦୁର

 ନାଲି ସିନ୍ଦୁର ନାରୀ ଶୋଭା ବଢାଇ ଦିଏ

ସିନ୍ଦୁର ବିନା ନାରୀ ଜୀବନ ଅଧା ହୋଇ ଯାଏ

ସ୍ତ୍ରୀ କହୁ ଥାଏ ହାତେ ଶଙ୍ଖା ଥାଉ ମଥାରେ ସିନ୍ଦୁର

ଲୋଡ଼ା ନାହିଁ ଧନ ମାଗୁ ଅଛି ଟୋପାଏ ସିନ୍ଦୁର

ସିନ୍ଦୁର ଟୋପା କେତେ ପୁଣ୍ୟ ବଳେ ମିଳି ଯାଏ

ସିନ୍ଦୁର ଦେଇ ନାରୀ ଘରଣୀ ସାଜି ଥାଏ

ଆସ ସିନ୍ଦୁର କୁ ସମ୍ମାନ ଦେଇ 

ସ୍ୱାମୀ କୁ ପୁଜିବା

ସିନ୍ଦୁର ମଥାରେ ଝଟକୁ ଥାଉ ଶୁଭ ମନାସୁ ଥିବା ,‌‌।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational