STORYMIRROR

Smaranika Bahinipati

Romance Classics Others

3  

Smaranika Bahinipati

Romance Classics Others

ପରଦେଶୀ ପ୍ରେମ

ପରଦେଶୀ ପ୍ରେମ

1 min
216


ରୁମକୁଝୁମାନା ରୁମକୁଝୁମା 

ରୁମକୁଝୁମାନା ରୁମକୁଝୁମା ।।(୨)


 କାଲି ଘିନୀ ଯାଇ ଥିଲି ରୂପାର ଗହଣା ।।

 ବଣିଆ ର ବାକି ଥିଲା କିଛି ଟା ପାଉଣା ।।


 କାଲି ଘିନୀ ଯାଇ ଥିଲି ରୂପାର ଗହଣା ।।

 ବଣିଆ ର ବାକି ଥିଲା କିଛି ଟା ପାଉଣା ।।


 ଧଇଲା ହାତ ମୋର ପଚାରିଲା ଖବର

 ତା ପରେ ଯାହା ହେଲା ଲାଜ ମାଡେରେ ।। (୨)

 

ରୁମକୁଝୁମାନା ରୁମକୁଝୁମା ।।(୧)


 ବଉଳ ଫୁଲ ବଉଳ ଫୁଲ ପରଦେଶୀ ବାବୁ ଙ୍କ କଥା କଅଁଳ ।।

 ତା କଥା ରେ ପଡ଼ି କେବେ ନାଇ ହେବୁ ଗେଲ ।।(୨)

 

 ଅସଲ ବେଳେ ଠକି ଦେବେ ଯାନିଥା ।।

 ଅସଲ ବେଳେ ଠକି ଦେବେ ଯାନିଥା ।।(୨)


 ଦଗା ଦିଆ ଭଅର ଲାଗଇ ଭାରି ଡର ।।

 ନୂଆ କଢ଼ି କି ଦେଖି ଉଡ଼ି ଯିବେ ରେ ।।(୨)


 ବଉଳ ଫୁଲ ବଉଳ ଫୁଲ ପରଦେଶୀ ବାବୁ ଙ୍କ କଥା କଅଁଳ ।।

 ତା କଥା ରେ ପଡ଼ି କେବେ ନାଇ ହେବୁ ଗେଲ ।।(୨)


 ରସିକିଆ ନାଗର ପ୍ରେମ ତାର ଜହର ।।

 ଜାଣି ପାରିବୁ ନାହିଁ ଭାବ ବିଚାର ।।(୨)


ରୁମକୁଝୁମାନା ରୁମକୁଝୁମା ।


Rate this content
Log in

Similar oriya poem from Romance