STORYMIRROR

Smaranika Bahinipati

Others

3  

Smaranika Bahinipati

Others

ଜନ୍ମ ମାଟି

ଜନ୍ମ ମାଟି

1 min
311

ଆଗେ ମୋା ଜନ୍ମ ମାଟି କୁହ କଥା ।।ମଊନେ କିଆଁ ଗୋ ନୁଆଁଈ ମଥା (୨) 

ବିଭବ ସୀରି ଜାଈଛି ଶରୀ 

     ରହିଛି ଖାଲୀ ଵିରହ ଗାଥା 

ଆଗେ ମୋା ଜନ୍ମ ମାଟି କୁହ କଥା ।।ମଊନେ କିଆଁ ଗୋ ନୁଆଁଈ ମଥା (୧) 


ତୋରି କୋଲେ ଜନମ ମୋର।। 

   ପିଲା ଖେଲ ଧୁଳି ଘର (୨) ।.... 

ଵଣ ବିଲ ନିରୀଝର 

   ପିଊଷ ଝରେ ନିରନ୍ତର।। 

ରକତ ପିଈ ଶକତ ମୁହିଂ (୨) 

  ବକ୍ଷୁ ତୋର ନେଈ ମମତା... 

ଆଗେ ମୋା ଜନ୍ମ ମାଟି କୁହ କଥା ।। ମଊନେ କିଆଁ ଗୋ ନୁଆଁଈ ମଥା (୨)

ରସଣା ତୋର ଛିନ୍ନ କରି 

   ଭଗୀନୀ ଠାରୁ ଭିନ୍ନ କରି ।। 

ନିଅତି ଆଯି ନୀଠୁରା ସାଜି 

   କରିଛି ତୋତେ ହିନସିରୀ ।। 

ଶପଥ କରେ ଚରଣ ଛୁଇଁ 

   ଜୀବନ ଦେଈ ତୋଳିବି ମଥା ।। 

ଆଗେ ମୋା ଜନ୍ମ ମାଟି କୁହ କଥା ।।ମଊନେ କିଆଁ ଗୋ ନୁଆଁଈ ମଥା (୨)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍