ନନା
ନନା
ଫୁଲ ପୁଷ୍ପ ହାର ରେ ହୋଇ ଯେ ମଣ୍ଡିତ
ସ୍ଵର୍ଗ ପୂର ବାସୀ ହୋଇ ଅଛନ୍ତି ଆପଣ ।।
ଛ ମାସ ପୂରି ଚାଲିଲା ସାତ ମାସ ତଥାପି
ଲାଗୁ ନାହିଁ ନନା ନାହାନ୍ତି ଆପଣ ।।
ଲେଖୁ ଲେଖୁ ଦୁଇ ପଦ ଆଖି ହୁଏ ଛଳ ଛଳ
ହାତ ଚାଲୁ ନାହିଁ ଆଉ ଲେଖି ବି ବା କଣ !
ଅତି ଯତନ ରେ କରି ଅଛି ମୁ ଯେ ମାଳ
ନିବେଦନ ଜଣାଉଛି ଆହେ ପିତ୍ରୁଗଣ ।।
ଶୁଭ ଦୃଷ୍ଟି କୃପା ଥାଉ ସର୍ବଦା ଆପଣଙ୍କ
ସଦା ରୁଣୀ ରହିବ ଏ ସହ ପରିବାର ।।
ଇତି ଆପଣଙ୍କ ସ୍ନେହ ଓ ଆଦର ର ସାନ ବୋହୁ
