STORYMIRROR

Smaranika Bahinipati

Abstract Classics Inspirational

3  

Smaranika Bahinipati

Abstract Classics Inspirational

ଚକା ଆଖି

ଚକା ଆଖି

1 min
345

ଆଖି ସିନା ପାଏ ନାହିଁ

  ନୀଳଚକ୍ର ନେତକୁ ।।


ହାତ ସିନା ପାଏ ନାହିଁ

 ତୋ ଅରୁଣ ସ୍ତମ୍ବକୁ ।।


ପାଦ ସିନା ପାଏ ନାହିଁ

 ତୋର ବଡ଼ ଦାଣ୍ଡକୁ ।।


ହେଲେ ମନ ପାଇ ଯାଏ...

 ତୋର ରୂପ ଗୁଣକୁ ।।


ରେ କାଳିଆ....

 

ମନ ପାଇ ଯାଏ...

ତୋର ରୂପ ଗୁଣକୁ (୨)


ଜୟ ଜଗନ୍ନାଥ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract