STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Fantasy

4  

ନାୟକ ଅକ୍ଷୟ ରାଜହସ୍ତୀ

Fantasy

ଛକିଶୁନ ଖେଳ

ଛକିଶୁନ ଖେଳ

1 min
16

ଗୋ ସହୀ

ଶୁଣିଛ କି ?

ଦୁଇ ପାଦ ହାତ ମଧ୍ୟେ ଡାକ ଡକି  ର ବେଳ

ସରଳ ରୁ ଜଟିଳ

ବିଚିତ୍ର ଏ ଖେଳ

ଯାର ନାଆଁ ଛକି ଶୁନ ଖେଳ ।

ସମୟର ଇଶାରା 

ଆଉ ମୁହୂର୍ତ୍ତ ର ଆଶରାରେ 

ଇଚ୍ଛା ହୁଏ ଖୋଲିବାକୁ ଦେହର ବକ୍କଳ

କିନ୍ତୁ ତା ପୂର୍ବରୁ 

ଆପେ ଆପେ ଖସି ପଡେ ଲଜ୍ଜାର ଦୁଇ କୁଣ୍ଡଳ

ଆଉ ତାପରେ

କେଇ ଦିନ ପରେ ଉନ୍ମୁକ୍ତ ହୁଏ ନିଶିଧ।ଞ୍ଚଳ

ପୁଣ୍ୟ ସକାଳ ଦେଖେ ପାପ ପଙ୍କିଳ

ହାର୍ ଜିତ୍ ଅଛି କି ନାହିଁ ଅସ୍ପଷ୍ଟ  ଅସମାହିତ

ଉପଲବ୍ଧି ହୁଏ ଅନୁଭବ କେବଳ ।


Rate this content
Log in

Similar oriya poem from Fantasy