ବିରହ
ବିରହ
କୃଷ୍ଣଚୁଡା ରଙ୍ଗ ମଧ୍ୟ ଫିକା ପଡ଼ିଯାଏ
ଫଗୁଣ ହଯାଏ ରଙ୍ଗ
ପଲ୍ଲବୀବେନି ପତ୍ରଝଡ଼ା ଗଛ
ନୀଡ ଛାଡି ପକ୍ଷୀ ଚାଲିଯାଏ ଦୂରେ
ଯଦି କେବେ ମନରେ ଲାଗଇ ନିଆଁ
ଜହ୍ନର ଜ୍ୟୋସ୍ନାରେ ଜଳି ଜଳି ଯାଏ
ପଦ୍ମବନ l
ବର୍ଷା ପଥ ଭୁଲେ
ଯେବେ ତୃଷାର୍ତ ଚାତକ
ବସନ୍ତରେ ଦାଗଥିଭୁତ ହେଲେ ଫୁଲଯାକ
ପ୍ରଜାପତି ଅକାଳରେ କଲେ ଆତ୍ମହତ୍ୟା
ବିଳପି ଉଠଇ ବିବଶ ମନ... l
