STORYMIRROR

Sanjya Tripathy

Classics

4  

Sanjya Tripathy

Classics

କହିବ ନିଶ୍ଚୟ

କହିବ ନିଶ୍ଚୟ

1 min
218


ମନରେ ଯେତେବେଳେ ଭାବନାଟିଏ ଆସୁଛି

ତାକୁ କହିବା ନିଶ୍ଚୟ

ସମୟର ଅପେକ୍ଷା କରିବ ନାହିଁ

କି ଗର୍ବ ହେବ ନାହିଁ ।

ଯେବେ ବାପାଙ୍କର କଣ କଲ

ହୃଦୟକୁ ଛୁଇଁ ଗଲା ଭଳି

ତ ଯାଇ ତାଙ୍କୁ ଆଲିଂଗନ କରି

ମନରେ ଆସୁଥିବା କଥାକୁ

କହିବ ନିଶ୍ଚୟ ।

ଯେବେ ମୁଁ ତୁମର ମନପସନ୍ଦ କିଛି କରନ୍ତି

କଂପୁଥିବା ହାତକୁ ଚୁମି ନେବ ଅବଶ୍ୟ

ମନରେ ଆସୁଥିବା କଥାକୁ

କହିବ ଅବଶ୍ୟ ।

ଯେବେ ପନ୍ ବିବ୍ରତ ହୋଇ

ନିଜକୁ ଭୁଲି

ଘରକୁ ସଜାଉଥାନ୍ତି

ତ ଧୀରେ ତାଙ୍କ କାନରେ

ବହୁତ ସୁନ୍ଦର ବୋଲି କହିବ ନିଶ୍ଚୟ

ମନକୁ ଆସିଥିବା କଥା

କହିବ ଅବଶ୍ୟ ।

ପୃଥିବୀରେ ଜୀବନ ସାରା ଲଢ଼ି

ଯାତ୍ରାର ସାଥୀଙ୍କ ସହ

କିଛି ମୁହୂର୍ତ୍ତ ବିତାଇବ ନିଶ୍ଚୟ

ମନକୁ ଆସିଥିବା କଥା

କହିବ ନିଶ୍ଚୟ ।

ପିଲାମାନଙ୍କୁ ଆଲିଂଗନ କରି

ବ୍ୟସ୍ତ ଅଛି, କିନ୍ତୁ ଦୂରରେ ନାହିଁ

ବୋଲି କହିବ ନିଶ୍ଚୟ ।

ମୂଳ କେତେ ବି ସୁଦୃଢ଼ ହେଉ

କେବେ କେଉଁ ସାଥୀ ବିଦାୟ ନେଇଗଲେ ବି

ଆପଣାର ଜଣେ କେବେ ବି ଅଡିଗଲେ ବି

ହୃଦୟ ବା ସଂସାରରୁ କାହାର ବଦଳି ହେଲେ ବି

ତାକୁ ହୃଦୟର କଥା କହିବ ନିଶ୍ଚୟ ।

ସମୟର ଅପେକ୍ଷା କରିବ ନାହିଁ

ବା ଗର୍ବ କରିବ ନାହିଁ

ଯେବେ ବି ମନକୁ ଯାହା ଆସିବ

ତାକୁ କହିବ ନିଶ୍ଚୟ ।



Rate this content
Log in

Similar oriya poem from Classics