STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ବୀର ଯବାନ

ବୀର ଯବାନ

1 min
174


ଦେଶ ପାଇଁ ତୁମେ ସମର୍ପିତ ହେଲ

       ତୁମରି ପରିବାର ଛାଡି ଆସିଲ

ତୁମ ପାଇଁ ଆମେ ଶାନ୍ତି ପାଇଲୁ

        ଶତ୍ରୁ ଠାରୁ ମୁକ୍ତି ଲଭିଲୁ

ଧନ୍ୟ ତୁମ ଜନନୀ ଜନ୍ମ ଦେଇ ଥିଲେ

       ଭାରତ ମାତା ଙ୍କ ସେବାରେ ଲଗାଇଲେ

ତୁମ ପ୍ରାଣକୁ ତୁମେ ବଳି ଦେଇ ଗଲ

     ତୁମରି ରକ୍ତ ରେ ମାଟି କୁ ଭିଜାଇ ଦେଲ

ତୁମେ ସହିଦ ହୋଇ ଅମର ହୋଇଲ

      ହାତେ ବନ୍ଧୁକ ଧରି ବୀରତ୍ଵ

ଦେଖାଇଲ

ହେ ବୀର ଯବାନ ଦେଶ ପାଇଁ ଆଗକୁ ଆସିଲ

      ଦେଶ ସେବା କରି ସୁନାମ ଅର୍ଜନ କରିଲ



Rate this content
Log in

Similar oriya poem from Inspirational