STORYMIRROR

ଅନିଲ କୁମାର ଲେଙ୍କା

Tragedy

3  

ଅନିଲ କୁମାର ଲେଙ୍କା

Tragedy

# ବିଚ୍ଛେଦ-୨ #

# ବିଚ୍ଛେଦ-୨ #

1 min
145

ମିଳନ ବିଚ୍ଛେଦ ଲୁଚକାଳି ଖେଳ

   ସଭିଙ୍କ ଜୀବନେ ଥାଏ

ଦୁଃଖ ପରେ ସୁଖ ନିୟତି ନିୟମ

  ଭୋଗିବାକୁ ହୋଇଥାଏ ।।


ମିଳନେ ଭରଇ ଅମୃତର ସୁଧା

  ମନ ପ୍ରାଣ ଖୁସି ହୁଏ

ବିଚ୍ଛେଦ ଭରଇ ଚତୁର୍ଦ୍ଦିଗେ ଛାଇ

  ଯାତନାର ସିନ୍ଧୁ ବହେ ।।


ବିଚ୍ଛେଦ ଆଣଇ ହୃଦୟେ ଯନ୍ତ୍ରଣା 

  ଅନ୍ତରରୁ ଦୁଃଖ ଝରେ

ଜୀବନର ସୁଖ ପରଦେଶୀ ହୁଏ

  କନ୍ଦେଇ କନ୍ଦେଇ ମାରେ ।।


ବିଚ୍ଛେଦର ସ୍ମୃତି  ତିକ୍ତତା ଦିଅଇ

  ଆତ୍ମାରେ ଯାତନା ଭରେ

ହୃଦୟର ବ୍ୟଥା ଅଶ୍ରୁ ହୋଇ ବହେ

  କଲିଜା କଷ୍ଟରେ ଥରେ ।।


ଆପେକ୍ଷିକ ଶବ୍ଦ  ମିଳନ  ବିଚ୍ଛେଦ 

  ଯୋଡାଯୋଡି ହୋଇ ଥାଏ

ଗୋଟିଏ ନ ଥିଲେ ଅନ୍ୟଟି ନିଷ୍ଫଳ

  ପ୍ରାଣ ଜଳି ପୋଡି ଯାଏ ।।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from ଅନିଲ କୁମାର ଲେଙ୍କା

ହୋଲି

ହୋଲି

1 min വായിക്കുക

ସ୍ମୃତି-୮

ସ୍ମୃତି-୮

1 min വായിക്കുക

ସ୍ମୃତି- ୬

ସ୍ମୃତି- ୬

1 min വായിക്കുക

ସ୍ମୃତି-୫

ସ୍ମୃତି-୫

2 mins വായിക്കുക

ସ୍ମୃତି-୪

ସ୍ମୃତି-୪

1 min വായിക്കുക

ସ୍ମୃତି-୩

ସ୍ମୃତି-୩

1 min വായിക്കുക

ସ୍ମୃତି-୧

ସ୍ମୃତି-୧

1 min വായിക്കുക

Similar oriya poem from Tragedy