Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅନିଲ କୁମାର ଲେଙ୍କା

Abstract Inspirational

4  

ଅନିଲ କୁମାର ଲେଙ୍କା

Abstract Inspirational

ସ୍ମୃତି-୪

ସ୍ମୃତି-୪

1 min
237


ସ୍ମୃତି ଏକ ମିଠା ପରଶ 

ନହୁଲି ପ୍ରେମର,

ସ୍ମୃତି ଏକ ପ୍ରିତିପୂର୍ଣ୍ଣ ହସ 

ଗୋଲାପି ଓଠର ।

ସ୍ମୃତି ଏକ ଅତୁଟ ସେତୁ 

ମନ ଭିତର ସମ୍ପର୍କର,

ସ୍ମୃତି ଏକ କାମନା 

ନାଁ ଭିତରେ ହଁ ଉତ୍ତର ପାଇବାର ।

ସ୍ମୃତି ଏକ ନୀରବ କଥା 

ଭାବି ଭାବି ଏକା ଏକା ହସିବାର,

ସ୍ମୃତି ଏକ ପାଗଳାମି 

ପ୍ରିୟ ପ୍ରିୟା ଭିତରର ।

ସ୍ମୃତି ଏକ ଅବସ୍ଥା 

ଖୁସି ଦେଇ ଖୁସି ପାଇବାର,

ସ୍ମୃତି ଏକ ଅନୁଭବ 

ନୀବିଡ ସମ୍ପର୍କର ।

ସ୍ମୃତି ଏକ ସ୍ପନ୍ଦନ 

ମାନ ଆଉ ଅଭିମାନର,

ସ୍ମୃତି ଏକ ଦରଦ 

ଛାତି ତଳ କୋହର ।

ସ୍ମୃତି ଏକ ଯାତନା 

ଦରଦୀ ଆଖିର ନୀଳ ଝରଣାର,

ସ୍ମୃତି ଏକ ଅଭିଳାଷ, 

ଅନୁରାଗ ଓ ଅନୁତାପର ।।



Rate this content
Log in

Similar oriya poem from Abstract