Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract Romance

3  

kahnu charan sahu

Abstract Romance

ଭୁଲେଇବା ବହୁ କଷ୍ଟ

ଭୁଲେଇବା ବହୁ କଷ୍ଟ

1 min
139



ନିଜକୁ

ଆଉ କାହା ପାଖେ

ହଜେଇ ସାରିଲା ପରେ

ନିଜକୁ ନିଜେ ଖୋଜିବାଟା କଷ୍ଟକର !

ମନରେ

ଆଉ କାହା ପାଇଁ

ପ୍ରେମ ସାଇତିଲା ପରେ

ନିଜକୁ ପ୍ରେମ କରିବାଟା ଅଭିଶାପ ।

ଖୋଜି ଖୋଜି ପାଇବା ପରେ

ଭୁଲିବା, ଭୁଲେଇବା ବହୁ କଷ୍ଟ,

ପାରିଲା ଲୋକ ଭୁଲିଯାଏ

ହେଲେ ଛାତିରେ ସାଇତିବା ଲୋକଟି

ନିଜକୁ ଶବ ସଜେଇ ଦିଏ ।


Rate this content
Log in

Similar oriya poem from Abstract