STORYMIRROR

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ଅଢେଇ ପ୍ରହର

ଅଢେଇ ପ୍ରହର

1 min
191

ସତେ କି ଜୀବନ, 

ସ୍ଥିର ସୂରୁଜ

ସୁଖ-ଦୁଃଖ ଗ୍ରହ 

ସୌର ମଣ୍ଡଳେ।

ସୁଖ ବୃକ୍ଷ ଛାୟା 

ପଥର ଛାଇଟି,

ସ୍ନେହ ଦୟା 

ଶାନ୍ତି ପରିକ୍ରମଣେ।

ଦୁଃଖ ରାସ୍ତା ପଥ 

ଅଶାନ୍ତି ପଥର,

ମନ ଭ୍ରମୁଥାଏ 

ପରିଭ୍ରମଣେ।

ଜୀବନ ମହତ୍ବ 

"ଓଲଟ ବୃକ୍ଷେ"

ପରମାତ୍ମା ସଂଗେ 

ନିଶ୍ଚିନ୍ତ କକ୍ଷେ।

ଜୀବନ ଅକ୍ଷର 

ଅଢେଇ ପ୍ରହର,

ଅହିଂସା ବାଦକୁ 

କରି ଜୁହାର।

ମନ ଜାଗରଣେ 

ଉର୍ଦ୍ଦ ଚେତନା,

ବିଶ୍ବ ହସିବ 

ଶାନ୍ତିର ମାର୍ଗେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract