STORYMIRROR

SAHADEV PARIDA

Tragedy

3  

SAHADEV PARIDA

Tragedy

ଭଜନ

ଭଜନ

1 min
110

ଦେରେ କାଳିଆ ଦେ,ତୋ ପାଦେ ଶରଣ ଦେ

ତୋ ଦାଣ୍ଡରେ ମୋତେ

ଭିକାରୀ ସଜାଇ ଦେ

ଦେରେ କାଳିଆ ଦେ ।।

ମାଗୁଣି କରୁଛି ତୋତେ କିଛି ଦେବୂ ନାହିଁ ମୋତେ

ତୋ ସେବକ କରି ଦେ

ମୋତେ ତୋ ଶ୍ରଦ୍ଧା ଦେ

ଦେରେ କାଳିଆ ଦେ ।।

ଜନମେ ଜନମେ ତୋହର କରିଦେ

କିଛି ଲୋଡା ନାହିଁ ମୋତେ

ନୀଳାଚଳ ଧାମେ ନେ

ଦେରେ କାଳିଆ ଦେ।।



Rate this content
Log in

Similar oriya poem from Tragedy