STORYMIRROR

Akshayakumar Dash

Action

3  

Akshayakumar Dash

Action

ବଡ ଲୋକ

ବଡ ଲୋକ

1 min
42


ସୂର୍ଯ୍ୟ ଉପରେ ଥାଇ

ତଳକୁ ଦୃଷ୍ଟି ଦିଅନ୍ତି

ମେଘ ଉପରୁ ତଳକୁ ପଡେ

ଚନ୍ଦ୍ର ଉପରେ ରହି ତଳକୁ ଦେଖନ୍ତି

ଗଛ ର ଫଳ ତଳେ ପଡେ

ମାଟି ମାକୋଳେ ଆମେ ସକଳ ଜିବଜନ୍ତୁ

ପବନ ତଳେ ତଳେ ବହେ

ସବୁ ମହାଶକ୍ତି ତଳକୁ ଦେଖନ୍ତି

ମଣିଷ ଯଦି ବଡ଼ ହୁଏ 

ତେବେ ସେ ଉପରକୁ ଦେଖେ

ଗର୍ବ ଅଭିମାନ ଅହଂକାରରେ ରହେ

ତଳରେ ଥିବା ଲୋକଙ୍କୁ ଘୃଣା କରେ

ବଡ ହେବାକୁ ଶୋଷ ସବୁ ଲୋକ

ବଡ଼ ଲୋକ ଙ୍କ ସହିତ ଭାବ

ଜଣେ ବଡ ଲୋକଟି

କେବେ ବି ପଛକୁ ଦେଖେନି

କାଳେ ଛୋଟ ହୋଇଯିବ

ଭାବିବାକୁ ସମୟ ଦିଏନି

ଦିନେ ସେ ଚୋଟରୁ ବଡ଼ହେଲା ।

ଶୂନ୍ୟ ହିଁ ପୂର୍ଣ୍ଣ କେବେ ବୁହିବ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action