Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Jena

Abstract Tragedy Fantasy

3  

Chandrakanta Jena

Abstract Tragedy Fantasy

ବାସ୍ତବତା

ବାସ୍ତବତା

1 min
140


ଭାବନାକୁ ନେଇ ଏ ଜୀବନ ରାସ୍ତା

ସ୍ବପ୍ନ ଚିରନ୍ତନ ସାଥି

ସ୍ବପ୍ନ ଆଣିଥାଏ ନୂତନ ସକାଳ

ଟାଳି ଦେଇ କାଳ ରାତି  ।


ଅଳସ ଆଖିରେ ସ୍ବପ୍ନ ଆଶେ ନାହିଁ

ଆସେ ସୂନ୍ଯ ମରିଚିକା

ସ୍ବପ୍ନ ଆସିଥାଏ ଦିନର ଆଲୋକେ

ମନେ ଭରି ରେମାଞ୍ଚତା  ।


ଆଉ ଥରେ ଆଖି ଖୋଲିକରି ଦେଖ

ବାସ୍ତବ'ର ଚିତ୍ରପଟ

କେଡେ ସୁନ୍ଦର ଏ ଜୀବନର ରାସ୍ତା

କାହିଁ ହୁଅ ଭୟଭିତ ।


ଜାଗି ଉଠିଲେଣି ନୂଆ ଏକ ଭାନୁ

ନୂତନ ଉର୍ଜା କୁ ନେଇ

ସଂଘର୍ଷ ର ପଥ ହୋଇ ଯିବ ଶେଷ

ଧର୍ଯ୍ୟ ହରା ହୁଅ ନାହିଁ  ।


Rate this content
Log in

Similar oriya poem from Abstract