STORYMIRROR

kahnu charan sahu

Abstract

4  

kahnu charan sahu

Abstract

ଦୁନିଆ

ଦୁନିଆ

1 min
336


ଦୁଇ ମିନିଟର 

କିଛି ଗୋଟେ କାହାର

କାହିଁ ବା କେହି ଦେଖିବ

ସମୟ ଖର୍ଚ୍ଚକରି

କିନ୍ତୁ ସାରିଦିଆ ଯାଏ ଆୟୁଷ

ପଡ଼ି, ଶୁଣି, ଦେଖି ଜଣେ ମହାନ ମଣିଷର କିଛି ।


ନିଆଯାଏ ପ୍ରତିଶୋଧ

ଦୁଇ ମିନିଟ ବଦଳରେ ଅନେକ ସମୟ

ଜଣେ ଜରାଜୀର୍ଣ୍ଣ ପ୍ରତିଭାର,

ଯଦି ସିଏ ଆରମ୍ଭ କରେ

ନିଜକୁ ନିଜେ ପରିଚୟ ଦେବାର ।


ଆଃ କି........! କହି କହି

ଲେଖି ଚାଲନ୍ତୁ କାଳ୍ପନିକ ବ୍ୟକ୍ତିତ୍ୱ

ଅଥଚ ଜୟଯାତ୍ରା ଆରମ୍ଭ କରିଥିବା ପଥିକକୁ

ଦେଇ ପାରନ୍ତିନି "ତୁ ପାରିବୁ, ଆଗେଇଚାଲ, ଏଇତ ଆରମ୍ଭ" ଇତ୍ୟାଦି

ଆଗେଇ ନେଉଥିବା ଗୋଟେ ସ୍ୱତନ୍ତ୍ର ଉତ୍ସ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract