Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manaswinee Dash

Classics

3  

Manaswinee Dash

Classics

ବାଲି ଖେଳ

ବାଲି ଖେଳ

1 min
111



ସାନଝିଅର ଟିଚର ଫଟୋ ପଠାଇଲେ, 

ଝିଅ କେତେ ଖୁସିରେ ଖେଳୁଛି ବାଲି, 

କହିଲେ ପିଲାଏ ବହୁତ ମଜା କଲେ, 

କି ଯୁଗ ଆସିଲା ମନକୁ ମନ କହିଲି। 

ଆମେ ବାଲି ଗଦାରେ ଖେଳୁଥିଲେ, 

ଦେହସାରା ହଉଥିଲା ବାଲି ସିନା, 

ଆଜିକାଲି ପିଲା ତା କି ଜାଣିବେ ଭଲେ, 

ନର୍କ ସାଜିଛି ବ୍ଲି କେଇ ଗିନା। 

ବସି ରହିଛନ୍ତି ଏସି ଭିତରେ, 

ସାନିଟାଇଜଡ ବାଲି ଖେଳନ୍ତି ପିଲେ, 

ଇନିଫେକମସନକୁ ଦୁନିଆ ଡରେ, 

ତାପାଇଁ ପରା ପୁରୁଣା ଖେଳ ସବୁ ଭୁଲିଲେ। 

ପୁରୁଣା ଖେଳ ସବୁ ସପନ, 

ଆକଟ କରନ୍ତି ବାପା ମା ମାନେ, 

ପୁରୁଣା ଖେଳରେ ଖୁସି ପିଲା ମନ, 

ସଭିଏଁ ବୁଝିବେ ତାହାର ମାନେ। 





Rate this content
Log in

Similar oriya poem from Classics