STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ଫଗୁଣ ର ଫଗୁ

ଫଗୁଣ ର ଫଗୁ

1 min
243

ଫଗୁଣ ର ଫଗୁ ଭାରି ନାଲି 

ପ୍ରକୃତି ମାଆ ର କୋଳେ

 ସାତ ଋତୁ ହସେ ଖିଲି ଖିଲି 

କାହା ପାଳି ଆଗ କାହା ପାଳି ପଛ 

କରନ୍ତି ମାଆ ପାଖେ ଚୁଗୁଲି 

କାଲି ରାତିରେ ମୁଁ ସ୍ୱପନେ ଦେଖିଲି 

ମନେଇ ଋତୁ ଟା ଫୁଲି ଫୁଲି 

କାନ୍ଦୁଥିଲା ପୁଣି ହସି ଦେଉଥିଲା 

ହୋଲି ଆସୁଛି ବୋଲି 

ପାହାଡ଼ ସେପାଖୁ ଅସ୍ତରାଗ ସଂଗୀତ 

ଝଙ୍କୃତ ହୁଏ ଖାଲି 

ଶୀତୁଆ ସକାଳ ବସନ୍ତେ ଥରେ 

ଯାଏ ମୁଁ ଦେଖି ଆସିବି ବୋଲି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract