STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ହୋଲି ଆସିଛି

ହୋଲି ଆସିଛି

1 min
248

ହୋଲି ଆସିଛି ବରଷକେ ବୋଲି 

ଆନଂଦରେ ସଭିଏଁ ନାଚନ୍ତି ଖାଲି 

ରଙ୍ଗ କହେ ରଙ୍ଗେଇବ ବୋଲି 

ଫଗୁଣ ଫଗୁ ଖେଳିବ ବୋଲି 

ବସନ୍ତ ଆସିଛି ଚାଲି 

ନବ ବସନ୍ତ ରେ ଝୁଲି ଝୁଲି 

ପ୍ରକୃତି ଉଠୁଛି ଫୁଲି 

ରୋଗ ଭୟ ଆଶଙ୍କା ଯାଉ ଚାଲି 

ରାଧା ସଙ୍ଗେ କୃଷ୍ଣ ଖେଳିବେ ହୋଲି 

ଅତୀତ ରୋମନ୍ଥନ ଦୋଳପୂର୍ଣ୍ଣମୀ ରେ ଭାଳି 

ଆସରେ ମିତ ଆସ ସଙ୍ଗାତ ଆନନ୍ଦରେ ଯିବା ବୁଲି 

ରାଧାକୃଷ୍ଣ ଙ୍କ ଦର୍ଶନେ ଫଗୁ ଖେଳିବା ଖାଲି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract