STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ରାତି

ରାତି

1 min
2


ରାତି ଅଛି ବୋଲି ସ୍ବପ୍ନ 
ସପ୍ନ ସଙ୍ଗେ ନିଦ ମଗ୍ନ 
ରାତି ଅଛି ବୋଲି ଜହ୍ନ 
ରାତିର ଅନ୍ଧାରେ ଲଗ୍ନ 
ରାତି ନଥିଲେ କି ଦିନ 
ରାତି ଅଛି ବୋଲି ମନ 
କବିତା ଗଳ୍ପ ସାହିତ୍ୟାୟନ 
ପୁଣି ରାତିରେ ଶବ୍ଦ ଆୟତନ 
ଶବ୍ଦର ପୁଣି ଆୟତନ 
ଯମୁନା ସରସ୍ବତୀ ନଈର 
ଜୀବନ ସ୍ପନ୍ଦନ 
ରାତି ଆକାଶର ତାରାଗଣ 
ନଈରେ ଦିନର ଚିହ୍ନ 
ଟିକେ ଟିକେ ଚିହ୍ନା ଟିକେ ଅଚିହ୍ନା 
ଏ ଭୁବନ ରାତି ବିହୁନେ 
ପୁଲକ ବିହୀନ ମନ 
ରାତି ଅନ୍ଧାର ଦିଏ ବତେଇ 
ଶିଖେଇ ରାତି ପରେ ଆସିବ ଦିନ 
ଜୀବନ ଦୁଇ ନିଆଁ ଅଢେଇ ଦିନ 
ଆଲୋକ ଭଳି ଅନ୍ଧାର ଦିଏ ଜ୍ଞାନ 
ପଦଚିହ୍ନ ଭିତରେ ମନଜହ୍ନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract