STORYMIRROR

kamal kumar dash

Classics Inspirational

3  

kamal kumar dash

Classics Inspirational

ସବୁ ଇଚ୍ଛା କେବେ

ସବୁ ଇଚ୍ଛା କେବେ

1 min
195



ସବୁ ଇଚ୍ଛା କେବେ    ପୁରାତ ହୁଏନି 

      କିଛି ରହି ଯାଏ ବାକି 

ସୁବୁ କଥା କେବେ    କହିତ ହୁଏନି 

     କିଛି ରହିଯାଏ ଲାଖି (୧)

ସବୁ ସ୍ମୃତି କେବେ   ଦୁଃଖ ତ ଦିଏନି 

      କିଛି ଯାଏ ଖୁସି ଦେଇ

 ସବୁ ମନ କଥା       ବୁଝି ହୁଏ ନାହିଁ

      ନଦେଲେ କିଏ ବୁଝାଇ (୨)

ସବୁ ଫୁଲ କେବେ     ଦିନର ଶେଷରେ 

        ପାରେନା ଠାକୁର ଛୁଇଁ 

ସବୁ ନଦୀ କେବେ       

; ଜୀବନ ବାଟରେ 

      ପାରେନା ସାଗର ଛୁଇଁ (୩)


ସବୁ ପ୍ରେମ କେବେ      ହୁଏନାହିଁ ଶେଷ 

        ସିନ୍ଦୁର ର  ବିନ୍ଦୁ ହୋଇ 

ସବୁ ସ୍ନେହ କେବେ    ଖୁସିତ ଦିଏନି 

       କିଛି ଯାଏ ଦୁଃଖ ଦେଇ (୪)

ତଥାପି ହସିବା        ଆଗକୁ ବଢିବା 

        ପ୍ରଭୁଙ୍କୁ ସ୍ମରଣ କରି 

ଜୀବନ ବାଟରେ     ଡରିବlନି କେବେ 

       ଯିବl ନି ସହଜେ ହl ରି (୫)




Rate this content
Log in

Similar oriya poem from Classics