ଏଠୁ ଗଲା ପରେ
ଏଠୁ ଗଲା ପରେ
ଏଠୁ ଗଲାପରେ ଖୋଜି ବତ ଥରେ
ତୁମ ସ୍ମୃତି ଅଗଣାରେ
ମାନେ ରଖ ସାଥି ମାନେ ମୁଁ ପଡିବି
ଦୂରେ ଏଠୁ ଗଲାପରେ (୧)
ଜାଣିଚି ଖୋଜିବ ମନେ ପକାଇବ
ସେଇ ସବୁ ଗଲା କଥା
ଫେରିବି ତୁମର ସପନେ ସ୍ମୃତିରେ
ସାଜି ମନର କବିତା (୨)
ତୁମରି ପ୍ରୀତିର ଜୋଛନା ରାତିରେ
ଅବା ସେଇ ନଦୀ ତୀରେ
ମନେ ରଖ ସାଥି ମନେ ମୁଁ ପଡିବି
ଦୂରେ ଏଠୁ ଗଲା ପରେ (୩)
ଜାଣେନା ମୁଁ କେବେ ଦେଖା ହେବ ଆଉ
ଅବା ହେବ ନାହିଁ ଥରେ
ତଥାପି ଫେରିବି ମୁସାଫିର ହୋଇ
ସାଥି ତୁମରି ସହରେ (୪)