STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ଉପଦେଶ

ଉପଦେଶ

1 min
186

ଶିଶୁ ମନ ଆମ ଭାରି ସରଳ 

ଭାରି ଭଲ ଲାଗେ ପ୍ରତି ସକାଳ 

କାଉ କହେ କାଆ ବୋଉ କହେ ଉଠୁ ବାୟା 

ନିତ୍ୟକର୍ମ ସାରି ଜଳଖିଆ ଖାଇବୁ ଆ 

ବାପା ପାଖେ ବସି ମୁଣ୍ଡକୁ ଆଉଁସି 

କହନ୍ତି ତୁ ଆମ ଘର ପୁନେଇ ଶଶୀ 

ସତ କଥା ଆଉ ମିଠା କଥା କହି 

ସବୁରି ପରାଣେ ଶାନ୍ତି ଦେବୁ ତୁହି 

ଜଗିଥିବୁ ସତ୍ୟ ଧର୍ମ ନ୍ୟାୟ 

ଜଗତ ଜିତିବୁ ଦିନେ ହେବ ତୋ ବିଜୟ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract