STORYMIRROR

subrat kumar jena

Fantasy

3  

subrat kumar jena

Fantasy

ଅତୀତ ଯେବେ ଚେଇଁ ଉଠେ

ଅତୀତ ଯେବେ ଚେଇଁ ଉଠେ

1 min
187

ଅତୀତ ଜେବେ ଚେଇଁ ଉଠେ,

ନିଆଁ ପୁଆଁ ଉମେଇଁ ହାଣ୍ଡିରେ,

ଭାସି ବୁଲେ ଗଦା ଗଦା ସ୍ୱପ୍ନର ଛବି,

ଯାହା ଲାଗି ମୁଁ ହୋଇପାରିଛି ଜଣେ କବି,

ଅନେକ ଅତୀତ ସ୍ବପ୍ନ ଆଣେ,

ମହୁଲ ଫୁଲର ବାସ୍ନାରେ ହଜି ହଜାଏ,

ପୁଣି ସାହସ ଦିଏ ତୋଳିବାକୁ,

ସ୍ୱର୍ଗର ସୁନ୍ଦରୀ ପାରିଜାତ ଫୁଲକୁ,

କେବେ ଭାବିଥାଏ ଥାନ୍ତା'କି !

ପାଖରେ ମୋର ପକ୍ଷୀରାଜ ଘୋଡାଟିଏ,

ଗଢିବସନ୍ତି ସ୍ୱପ୍ନର ତାଜମହଲକୁ,

ଉଡି ଉଡି ସଦା ଗାଇ ବୁଲନ୍ତି ପ୍ରେମର ରାଗିଣୀ,

ସେଥିରେ ବିତିଯାଅନ୍ତା ଦିବସ ଜାମିନୀ,

ଅତୀତ ତୋତେ କରେ ଋତୁରାଣୀ,

ପୁଣି ଭରେ ମନରେ କୋହ ଶ୍ରାବଣୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy