STORYMIRROR

Anjana Naik,Anju..Deogarh

Fantasy

4  

Anjana Naik,Anju..Deogarh

Fantasy

ଇଚ୍ଛା

ଇଚ୍ଛା

1 min
240

ମୁଁ କିଆଁ ବନ୍ଧାହେଵି ‌କାହା ବାହୁ ବନ୍ଧନରେ

ମୁଁ ତ ମୁକ୍ତ‌ ଆକାଶର ବିହଙ୍ଗ

ଉଡି ଯିବି ମୁଁ ମୋ ଲକ୍ଷ ପଥରେ 

ମୋ ଅଧିକାର ମୋତେ ଦେଇଦିଅ ।।


ଇୟେ କି ମର୍ଦ ପଣିଆ 

ଯିଏ ମଦ ପିଇ ନିତି କରେ ଗଣ୍ଡଗୋଳ 

ମାଡ଼ ଖାଇ ଅତ୍ୟାଚାର 

ନାରୀ କେମିତି ସହି ଯିବ ବାରମ୍ବାର ।।


କ୍ଷଣକରେ ଫିଙ୍ଗିଦେଇ ସବୁ ମାନ ଅଭିମାନ

ପ୍ରେମ କରିବ କିପରି 

ମାଇପି ଜୀବନ କ'ଣ ....ନିର୍ଜିବ ପଥର ।।


ଲୋଡା ନାହିଁ ସେ ପ୍ରେମକୁ

ଲୋଡା ନାହିଁ ସେ ଶାଶୁ ଘରକୁ

ଯେଉଁ ଠାରେ ମିଳେ ଚଉଠି ରାତିରେ

ଗଞ୍ଜଣା ଯୌତୁକ ଚାହିଦା ବାପଘରର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy